ବାସହୀନ ମାନଙ୍କୁ ରନ୍ଧା ଖାଦ୍ୟ ଜଳଖିଆ ପ୍ରଦାନ

ବାସହୀନ ମାନଙ୍କୁ ରନ୍ଧା ଖାଦ୍ୟ ଜଳଖିଆ ପ୍ରଦାନ

#ବାସହୀନ_ମାନଙ୍କୁ_ରନ୍ଧା_ଖାଦ୍ୟ_ଜଳଖିଆ_ପ୍ରଦାନ                 ଦିଗପହଣ୍ଡି  :     ଦିଗପହଣ୍ଡି ଅଞ୍ଚଳ କଲୋନୀରେ ଗୁରୁବାର ସକାଳେ ସ୍ଥାନୀୟ ସ୍ବେଚ୍ଛାସେବୀ ମାନଙ୍କ ସହାୟଟାରେ ବାସହୀନ ବ୍ୟକ୍ତି ବିଶେଷ ମାନଙ୍କୁ ରନ୍ଧା ଖାଦ୍ୟ ଜଳଖିଆ ପ୍ରଦାନ କରାଯାଇଛି। ଲକ ଡାଉନ ସମୟରେ ବାସହୀନ ଦରିଦ୍ର ଭିକ୍ଷୁକ ମାନଙ୍କୁ ଖାଦ୍ୟାଭାବର ଶୀକାର ହେବାକୁ ପଡିଛି। ଏନଏସି ଏବଂ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ତଥାପି କିଛି ସ୍ଥାନୀୟ ବସିନ୍ଦା […]

Continue Reading