ପ୍ରଶାସନର ଚଢାଉ, ବାଲି ମାଫିଆଙ୍କ ଅକଲ ଗୁଡୁମ୍

ପ୍ରଶାସନର ଚଢାଉ, ବାଲି ମାଫିଆଙ୍କ ଅକଲ ଗୁଡୁମ୍

#ବାଲି_ମାଫିଆଙ୍କ_ଅକଲ_ଗୁଡୁମ୍          ଦିଗପହଣ୍ଡି :  ‘‘ଚୋର ଘର ସବୁବେଳେ ଅନ୍ଧାର ରହେ ନାହିଁ” ଉକ୍ତି ପ୍ରମାଣିତ ହେଲା ଚିକିଟି ନିର୍ବାଚନ ମଣ୍ଡଳୀରେ* ମାଫିଆଙ୍କ ଦବଙ୍ଗଗିରି କାଳ ହେଲା_ ଶାସକ ଦଳର ଦୁଇ ଗୋଷ୍ଠୀର ମତଭେଦ ପରିବେଶ ସୁରକ୍ଷାରେ ଫଳପ୍ରସୂ_ ବାଲି ଜମାସ୍ଥଳି ସହ ୭ଟ୍ରକ ଓ ଏକ ବାଇକ ଜବତ_ ୧୪ଟ୍ରକ ଫେରାର ସହ ଗୋଟିଏ ବାଲିଭର୍ତ୍ତି ଜବତ ଟ୍ରକ ଦେଲା ଚକମା_  ଚିକିଟି ନିର୍ବାଚନ ମଣ୍ଡଳିର ଅନେକ ଲଘୁ ସଂପଦ ଭଣ୍ଡାରରୁ ଲଗାତର ଭାବରେ ଲୁଟି ଚାଲିଥିଲେ […]

Continue Reading