ବାତ୍ୟା ରୂପ ନେଲା ‘ଅମ୍ଫାନ୍’,୨୦ରେ ଲ୍ୟାଣ୍ଡଫଲ

ବାତ୍ୟା ରୂପ ନେଲା ‘ଅମ୍ଫାନ୍’,୨୦ରେ ଲ୍ୟାଣ୍ଡଫଲ

#ବାତ୍ୟା_ରୂପ_ନେଲା_‘ଅମ୍ଫାନ୍’_୨୦ରେ_ଲ୍ୟାଣ୍ଡଫଲ         ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଗୁଚାପ ବାତ୍ୟାରୂପ ନେଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏସଂପର୍କରେ ସୂଚନା ଦିଆଯାଇଛି।  ଏହା ଏବେ ପାରାଦୀପର ଦକ୍ଷିଣରେ ୧୦୪୦ କିଲୋମିଟର ଦୂରରେ ରହିଛି ।ରବିବାର ଯାଏ ଏହା ଉତ୍ତର ଓ ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ୨୦ ତାରିଖ ଦିନ ଅମ୍ଫାନ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ସମୟରେ ଏହାର ବେଗ ଘଣ୍ଟା ପ୍ରତି ୨୦୦କିଲୋମିଟର ଥିବବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି। ଆଗାମୀ ୧୨ ଘଣ୍ଟା […]

Continue Reading