ବଳଦେବଜୀଉ ମନ୍ଦିରରେ ଆନନ୍ଦ ବଜାର ଉଦଘାଟିତ

ବଳଦେବଜୀଉ ମନ୍ଦିରରେ ଆନନ୍ଦ ବଜାର ଉଦଘାଟିତ

#ବଳଦେବଜୀଉ_ମନ୍ଦିରରେ_ଆନନ୍ଦ_ବଜାର_ଉଦଘାଟିତ      କେନ୍ଦ୍ରାପଡା : କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ପରିସରରେ ଆନନ୍ଦ ବଜାରର ନବ ନିର୍ମିତ ଗୃହ ଉଦଘାଟିତ ହୋଇଯାଇଛି । ଗୁରୁବାର ଅପରାହ୍ଣରେ ଓଡିଶାର ଉଚ୍ଚଶିକ୍ଷା, କୃଷି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ ଏହାକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶଶୀଭୂଷଣ ବେହେରା, ଟ୍ରଷ୍ଟ ବୋର୍ଡ ସଭ୍ୟ ଧୀରେନ୍ କୁମାର ସାହୁ, ଯଯାତି କେଶରୀ ମହାନ୍ତି, ସେବକ ଟ୍ରଷ୍ଟି ବଳରାମ […]

Continue Reading