ବରିଷ୍ଠ ଶ୍ରମିକ ନେତା ଡଃ ସୌରୀବଂଧୁ କରଙ୍କ ବିୟୋଗ

ବରିଷ୍ଠ ଶ୍ରମିକ ନେତା ଡଃ ସୌରୀବଂଧୁ କରଙ୍କ ବିୟୋଗ

#ବରିଷ୍ଠ_ଶ୍ରମିକ_ନେତା_ଡଃ_ସୌରୀବଂଧୁ_କରଙ୍କ_ବିୟୋଗ         ଭୁବନେଶ୍ୱର  :  ଓଡ଼ିଶାର ବରିଷ୍ଠ ଶ୍ରମିକ ନେତା, ଆଗଧାଡିର ଜଣେ ସାହିତ୍ୟିକ ଏବଂ କମ୍ୟୁନିଷ୍ଟ ନେତା ଡଃ ସୌରୀବଂଧୁକରଙ୍କର ଗତକାଲି ରାତି ୧୦ଟା ବେଳେ ଭୁବନେଶ୍ୱରସ୍ଥିତ କିମ୍ସ ହସପିଟାଲରେ ବିୟୋଗ ଘଟିଛି । ଗତ ପିଛିଦିନ ଧରି ସେ ଉଦର ରୋଗରେ ପୀଡ଼ିତ ଥିଲେ, ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ୯ ତାରିଖ ଦିନ ହସ୍ପିଟାଲରେ ଭର୍ତିିର୍ ହୋଇ ଡାକ୍ଟର ସୁଦ୍ରତ ଆଚାର୍ଯ୍ୟଙ୍କ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା […]

Continue Reading