ବନ୍ଧୁକ ସହ ସଂସଦ ଭବନରେ ପ୍ରବେଶ ଉଦ୍ୟମ କରୁଥିବା ଯୁବକକୁ କାବୁ କଲା ପୁଲିସ

ବନ୍ଧୁକ ସହ ସଂସଦ ଭବନରେ ପ୍ରବେଶ ଉଦ୍ୟମ କରୁଥିବା ଯୁବକକୁ କାବୁ କଲା ପୁଲିସ

#ବନ୍ଧୁକ_ସହ_ସଂସଦ_ଭବନରେ_ପ୍ରବେଶ_ଉଦ୍ୟମ   ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ସଂସଦ ଭବନକୁ ବନ୍ଧୁକ ଓ ଗୁଳି ସହ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ଜଣେ ଯୁବକକୁ ସୁରକ୍ଷା କର୍ମୀମାନେ କାବୁ କରି ପୁଲିସକୁ ଦେଇଛନ୍ତି । ତା ନାଁ ଅଖତାର ଖାଁ ଓ ତା ଘର ଉତ୍ତରପ୍ରଦେଶର ଗାଜିଆବାଦ ବୋଲି ଜଣାପଡ଼ିଛି । ତେବେ କିଛି ସମୟ ପଚରା ଉଚୁରା କରିବା ପରେ ଦିଲ୍ଲୀ ପୁଲିସ ତାକୁ ଛାଡ଼଼ିଦେଇଛି । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସେ ସଂସଦର ଗେଟ […]

Continue Reading