ବନ୍ଦ ଥିବା ନିର୍ମାଣ କାର୍ଯ୍ୟ କୁ ତଦାରଖ କଲେ କନିଷ୍ଠ ଯନ୍ତ୍ରୀ

ବନ୍ଦ ଥିବା ନିର୍ମାଣ କାର୍ଯ୍ୟ କୁ ତଦାରଖ କଲେ କନିଷ୍ଠ ଯନ୍ତ୍ରୀ

#ବନ୍ଦ_ଥିବା_ନିର୍ମାଣ_କାର୍ଯ୍ୟକୁ_ତଦାରଖ_କଲେ_କନିଷ୍ଠ_ଯନ୍ତ୍ରୀ           କେନ୍ଦ୍ରାପଡା    : ଲକ ଡାଉନ କଟକଣା ସମୟରେ ବିଭୀନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦୀର୍ଘ ୨ ମାସରୁ ଉଦ୍ଧ୍ୱର୍ ହେବ ବନ୍ଦ ରହିଥିଲା । କଟକଣା କୋହଳ ହେବା ସଙ୍ଗେ ସଙ୍ଗେ ବନ୍ଦ ଥିବା ଏହି ଉନ୍ନୟନ ମୂଳକ କାର୍ଯ୍ୟ ସାରିବା ପାଇଁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । କେନ୍ଦ୍ରାପଡା ନିକିରାଇ ମୁକ୍ୟ ରାସ୍ତା ଉପରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରା ଯାଉଥିବା କଲର୍ଭଟ କାର୍ଯ୍ୟକୁ ସାରିବା ପାଇଁ […]

Continue Reading