ବଜ୍ରପଡି ଶିବ ମନ୍ଦିର ର ଭାଙ୍ଗିଲା ଚୂଳ

ବଜ୍ରପଡି ଶିବ ମନ୍ଦିର ର ଭାଙ୍ଗିଲା ଚୂଳ

#ବଜ୍ରପଡି_ଶିବ_ମନ୍ଦିର_ର_ଭାଙ୍ଗିଲା_ଚୂଳ          କେନ୍ଦ୍ରାପଡା : କେନ୍ଦ୍ରାପଡାରେ ଗତ ଦୁଇଦିନ ହେଲା ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଇଛାପୁର ସ୍ଥିତ କେନ୍ଦ୍ରାପଡା ର ପ୍ରସିଦ୍ଧ ଶ୍ରୀ ବଳଦେବଜୀୟୁ ଙ୍କ ମାଉସୀ ମା ମନ୍ଦିର ପଛରେ ଥିବା ବୈଦ୍ୟନାଥ ମନ୍ଦିର ର ଚୂଳ ବଜ୍ରପାତରେ ଭାଙ୍ଗି ଯାଇଥିବା ଜଣାପଡିଛି । ଗୁରୁବାର ସନ୍ଧ୍ୟାରେ କାଳ ବୈଶାଖୀରେ ଘଡଘଡି ଓ ବଜ୍ରପାତ ହବୋ ସହିତ ପ୍ରବଳ ବର୍ଷା ହୋଇଥିଲା । ଏହି ବଜ୍ରପାତରେ ବୈଦ୍ୟନାଥ ମନ୍ଦିର ର ଚୂଳ ଭାଙ୍ଗି ଯାଇଥିବାରୁ […]

Continue Reading