ସୋମବାରଠୁ ସ୍କୁଲରେ ନାମଲେଖା ଆରମ୍ଭ

ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀରେ ନାମ ଲେଖା ପାଇଁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ

#ପ୍ରାଥମିକ_ଏବଂ_ମାଧ୍ୟମିକ_ଶ୍ରେଣୀରେ_ନାମ_ଲେଖା_ପାଇଁ_ନିର୍ଦ୍ଦେଶ           ଭୁବନେଶ୍ୱର : ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପ୍ରାଥମିକ ଏବଂ ମାଧ୍ୟମିକ ଶ୍ରେଣୀରେ ନାମ ଲେଖା ଆରମ୍ଭ କରିବା ପାଇଁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏବଂ ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଜଣାଇ ଦିଆଯାଇଛି । ନାମ ଲେଖାଇବା ବେଳେ ସ୍କୁଲ ଭିତରେ ପିଲା ଏବଂ ଅଭିଭାବକ ୫ ଜଣରୁ ଅଧିକା ଯାଇ ପାରିବେ […]

Continue Reading