ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ସାଂସଦ ଓ ବିଧାୟକଙ୍କ ସମୀକ୍ଷା

ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ସାଂସଦ ଓ ବିଧାୟକଙ୍କ ସମୀକ୍ଷା

#ପ୍ରାକୃତିକ_ବିପର୍ଯ୍ୟୟ_କମିଟିରେ_ସାଂସଦ_ଓ_ବିଧାୟକଙ୍କ_ସମୀକ୍ଷା        କେନ୍ଦ୍ରାପଡା  : ( ମହମ୍ମଦ ଏଲିୟାସ ) କେନ୍ଦ୍ରାପଡା ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ବୈଠକ ବୁଧବାର ଅପରାହ୍ନ ରେଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ବିଧାୟକ ଶଶି ଭୂଷଣ ବେହେରା, ରାଜ ନଗର ବିଧାୟକ-ଧୃବ ଚରଣ ସାହୁ, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଅୟୋଜିତ ଏହି ପ୍ରାକୃତିକ ବିପର୍ଯ୍ୟୟ […]

Continue Reading