ବାହାର ରାଜ୍ୟରୁ ଓଡ଼ିଆଙ୍କୁ ଆଣିବେ ୧୦ ବରିଷ୍ଠ ଆଇଏଏସ

ପ୍ରଶାସନିକ ଅଧିକାରୀଙ୍କୁ ଦିଆଗଲା ଜିଲ୍ଲା ଓ କୋଭିଡ୍-୧୯ ସଂକଟ ପରିଚାଳନା ଦାୟିତ୍ୱ

#ପ୍ରଶାସନିକ_ଅଧିକାରୀଙ୍କୁ_କୋଭିଡ୍_୧୯_ସଂକଟ_ପରିଚାଳନା_ଦାୟିତ୍ୱ       ଭୁବନେଶ୍ୱର: କରୋନା ଭାଇରସ  ସଂକ୍ରମଣ ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଇଏଏସ୍  ସୁରେଶ ମହାପାତ୍ର ଓ ସୌରଭ ଗର୍ଗଙ୍କୁ କୋଭିଡ ହସ୍ପିଟାଲ ଦାୟିତ୍ୱ, ପିକେ ମହାପାତ୍ରଙ୍କୁ ସାମାଜିକ ଦୂରତ୍ୱ ଗାଇଡ ଲାଇନ ନିର୍ଦ୍ଧାରଣ, ସଞ୍ଜୀବ ଚୋପ୍ରାଙ୍କୁ ରାଜ୍ୟ ବାହାରେ ଫସିଥିବା ଶ୍ରମିକଙ୍କ ପାଇଁ ବ୍ୟବସ୍ଥା, କ୍ରିଷନ କୁମାରଙ୍କୁ ଅନ୍ୟରାଜ୍ୟରୁ ଫେରିବାକୁ ଥିବା ଓଡ଼ିଆଙ୍କ […]

Continue Reading