ପ୍ରବାସୀ ଓଡିଆଙ୍କ କ୍ୱାରେଣ୍ଟାଇନ୍ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ପ୍ରବାସୀ ଓଡିଆଙ୍କ କ୍ୱାରେଣ୍ଟାଇନ୍ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

#ପ୍ରବାସୀ_ଓଡିଆଙ୍କ_କ୍ୱାରେଣ୍ଟାଇନ୍_ଖର୍ଚ୍ଚ_ବହନ_କରିବେ_ରାଜ୍ୟ_ସରକାର         ଭୁବନେଶ୍ୱର  :  ଓଡିଶାକୁ ଫେରିବାକୁ ଥିବା ପ୍ରବାସୀ ଓଡ଼ିଆ ଏଠାରେ ପହଂଚିବା ପରେ ୧୪ ଦିନିଆ କ୍ୱାରେଂଟାଇନ୍ ରେ ରହିବା ବାଧ୍ୟତାମୂଳକ । ଏହି କ୍ୱାରେଂଟାଇନ୍ ସମୟରେ ସବୁ ଖର୍ଚ୍ଚ ସରକାର ବହନ କରିବେ ବୋଲି ମଙ୍ଗଳବାର ଘୋଷଣା କରାଯାଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରି·ଳନା ବିଭାଗ ପକ୍ଷରୁ ପଂଚାୟତିରାଜ ଓ ଗୃହନିର୍ମାଣ ବିଭାଗକୁ ଚିଠି ଲେଖାଯାଇଛି । କ୍ୱାରେଂଟାଇନରେ ପ୍ରତି ସାବାଳକଙ୍କ ପାଇଁ ଜଣ ପିଛା ଖାଦ୍ୟ ବାବଦରେ ଖର୍ଚ୍ଚ ହେବ ୧୨୦ […]

Continue Reading