ଦୁବାଇରେ ରହୁଥିବା ଓଡିଆଙ୍କୁ ଓଡିଶା ଫେରିବାରେ ସହାୟତାର ହାତ ବଢାଇଲା ‘ଓଡ଼ିଆ ସମାଜ ଆବୁଧାବି’

ଦୁବାଇରେ ରହୁଥିବା ଓଡିଆଙ୍କୁ ଓଡିଶା ଫେରିବାରେ ସହାୟତାର ହାତ ବଢାଇଲା ‘ଓଡ଼ିଆ ସମାଜ ଆବୁଧାବି’

#ପ୍ରବାସୀ_ଓଡିଆଙ୍କୁ_ସହାୟତାର_ହାତ_ବଢାଇଲା_‘ଓଡ଼ିଆ_ସମାଜ_ଆବୁଧାବି’            ଭୁବନେଶ୍ବର :  କରୋନା ଓ ଲକଡାଉନ ଯୋଗୁଁ ଦୁବାଇରେ ଫଶି ରହିଥିବା ୨୧୦ ପ୍ରବାସୀ ଓଡିଆଙ୍କୁ ଓଡିଶା ଫେରିବାରେ ସହାୟତାର ହାତ ବଢାଇଛି ‘ଓଡ଼ିଆ ସମାଜ ଆବୁଧାବି’। ଦୁବାଇରେ ଫଶି ରହିଥିବା ପ୍ରବାସୀ ଓଡିଆ ଭାଇ ଓ ଭଉଣୀମାନଙ୍କୁ ନିଜ ମାତୃଭୂମିକୁ ଫେରାଇବା ପାଇଁ ‘ଓଡ଼ିଆ ସମାଜ ଆବୁଧାବି’’(ଓଏସଏ)ଓ ଓଡିଆ ସମାଜ ୟୁଏଇ(ଓଏସୟୁଏଇ) ଉଦ୍ୟମ ପରେ ଇଣ୍ଡିଗୋର ଏକ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କରାଯାଇଥିଲା। ବିମାନଟି ଦୁବାଇରୁ ଗୁରୁବାର ସକାଳ ୧୦.୪୫ରେ ଯାତ୍ରା ଆରମ୍ଭ କରି […]

Continue Reading