ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ସହଯୋଗ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ସହଯୋଗ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

#ପ୍ରଧାନମନ୍ତ୍ରୀଙ୍କ_ଅପିଲକୁ_ସହଯୋଗ_କରିବାକୁ_ଅନୁରୋଧ_କଲେ_ମୁଖ୍ୟମନ୍ତ୍ରୀ     ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ଦେଶକୁ ଲକ ଡାଉନ ଘୋଷଣା କରିବା ସହ ସମସ୍ତଙ୍କୁ ନିଜ ଘରେ ରହିବାକୁ କରିଥିବା ଅପିଲକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନର ଭିଡିଓକୁ ଶେୟାର କରି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ କରୋନା ବିଶ୍ୱ ସାରା ମାଡି ଚାଲିଛି । ତେଣୁ ଏପରି ସଂକଟର ପରିସ୍ଥିତିରେ ଆମେ ଗୋଟିଏ ଦେଶ ଭାବେ […]

Continue Reading