ବିଜ୍ଞପ୍ତି ଜାରି କଲା ଗଣଶିକ୍ଷା ବିଭାଗ ,ପ୍ରଥମରୁ ୮ମ ଶ୍ରେଣୀ ସବୁ ପିଲା ପାସ୍

ବିଜ୍ଞପ୍ତି ଜାରି କଲା ଗଣଶିକ୍ଷା ବିଭାଗ ,ପ୍ରଥମରୁ ୮ମ ଶ୍ରେଣୀ ସବୁ ପିଲା ପାସ୍

#ପ୍ରଥମରୁ_୮ମ_ଶ୍ରେଣୀ_ସବୁ_ପିଲା_ପାସ୍          ଭୁବନେଶ୍ୱର : କରୋନା କଟକଣା ପାଇଁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ପଢୁଥିବା ସବୁ ପିଲା ପାସ୍ ହେବେ । ସେହିପରି ନବମ ଶ୍ରେଣୀରୁ ଦଶମ ଶ୍ରେଣୀ ଉତୀର୍ଣ୍ଣ ହେବାକୁଥିବା ପିଲାମାନଙ୍କୁ ସର୍ତମୂଳକ ପାସ୍ କରିବାକୁ ନିଷ୍ପତି ନେଇଛି ବିଭାଗ । ଯେଉଁ ବିଷୟରେ ବାର୍ଷିକ ପରୀକ୍ଷା ହୋଇପାରିନି ତାହାର ଷାଣ୍ମାଷିକ ନମ୍ବରକୁ ନେଇ ପାସ୍ କରାଯିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଭିଡ୍-୧୯ ପରିସ୍ଥିତିରେ ଲକ୍ ଡାଉନ୍ […]

Continue Reading