ପ୍ରତୀରକ୍ଷା କ୍ଷେତ୍ରରେ ହେବ ୭୪ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ, ସମୃଦ୍ଧ ହେବ କୋଇଲା ଓ ଖଣି

ପ୍ରତୀରକ୍ଷା କ୍ଷେତ୍ରରେ ହେବ ୭୪ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ, ସମୃଦ୍ଧ ହେବ କୋଇଲା ଓ ଖଣି

#ପ୍ରତୀରକ୍ଷା,_କୋଇଲା_ଓ_ଖଣି_କ୍ଷେତ୍ର_ହେବ_ସମୃଦ୍ଧ     ନୂଆଦିଲ୍ଲୀ  : ପ୍ରତୀରକ୍ଷା କ୍ଷେତ୍ରରେ  ଭାରତ ହେବ ଆତ୍ମ ନିର୍ଭରଶୀଳ । ଏକ୍ୋତ୍ରରେ ୭୪ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ମିଳିବ। ସେହିପରି କୋଇଲା ଓ ଖଣି କ୍ଷେତ୍ର ହେବ ସମୃଦ୍ଧ  । ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି। ଦେଶରେ ଦେଖାଦେଇ ଥିବା ମାନ୍ଦା ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ୨୦ ଲକ୍ଷ କୋଟି ପ୍ୟାକେଜର  ଆର୍ଥିକ ଆବଣ୍ଟନ ସଂପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ […]

Continue Reading