ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ହେଲେ ବିଜେଡିର ସାଙ୍ଗଠନିକ ସମ୍ପାଦକ

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ହେଲେ ବିଜେଡିର ସାଙ୍ଗଠନିକ ସମ୍ପାଦକ

#ପ୍ରଣବ_ପ୍ରକାଶ_ଦାସ_ହେଲେ_ବିଜେଡିର_ସାଙ୍ଗଠନିକସମ୍ପାଦକ    ଭୁବନେଶ୍ବର : ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ, ବିଜେପୁର ଓ ପାଟକୁରା ଉପନିର୍ବାଚନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଥିଲା। ସାଙ୍ଗଠନିକ କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଦକ୍ଷତାକୁ ଦୃଷ୍ଟିରେ ରଖି ତାଙ୍କୁ ବିଜେଡି ସଙ୍ଗଠନର ସମସ୍ତଙ୍କ କାର୍ଯ୍ୟର ଦାୟିତ୍ବ ଦିଆଯାଇଛି।

Continue Reading