ପୋଲିସ ପ୍ରଶାସନ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ପୋଲିସ ପ୍ରଶାସନ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

#ପୋଲିସ_ପ୍ରଶାସନ_ପକ୍ଷରୁ_ଖାଦ୍ୟ_ସାମଗ୍ରୀ_ବଣ୍ଟନ             କେନ୍ଦ୍ରାପଡା  :  କେନ୍ଦ୍ରାପଡା ଜିଲ୍ଲାର ପୋଲିସ ପ୍ରଶାସନ ପକ୍ଷରୁ ମାଗୁରଗଣ୍ଡପାଟଣା ଜନଜାତି ବସ୍ତିରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅଧିନ ଚକୋଡା ପଂଚାୟତର ଏହି ଜନ ଜାତି ବସ୍ତିର ଲୋକମାନେ କରୋନା କଟକଣାରେ କାମଧନ୍ଦା ନପାଇ ଆର୍ଥିକ ଦୂରବସ୍ଥାରେ ରହିଛନ୍ତି । ଜିଲ୍ଲା ଅରକ୍ଷୀ ଅଧିକ୍ଷକ ନିତି ଶେଖରଙ୍କ ନେତୃତ୍ୱରେ ଏଚଡିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସାମନସ୍ତରାୟ, ସଦର […]

Continue Reading