ପୋଖରୀରେ ବୁଡି ସପ୍ତମ ଶ୍ରେଣୀ ଛାତ୍ର ମୃତ

ପୋଖରୀରେ ବୁଡି ସପ୍ତମ ଶ୍ରେଣୀ ଛାତ୍ର ମୃତ

#ପୋଖରୀରେ_ବୁଡି_ଛାତ୍ର_ମୃତ            କେନ୍ଦ୍ରାପଡା : କେନ୍ଦ୍ରାପଡା ସଦର ଥାନା ଅଧିନ କଳପଡା ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ର ବୁଧବାର ପୋଖରୀରେ ପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛଜି । ସେହି ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର ତଥା କଳପଡାର ଅତସୀ ମୀଶ୍ରଙ୍କ ପୁଅ ଅନୀଲ ମିଶ୍ର (୧୨) ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲ।ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ସେ ବୁଡି ଯାଇଥିଲେ । ବହୁ ଖୋଜା ଖୋଜି କରିବା ପରେ ପୋଖରୀରୁ ତାଙ୍କ ଶବ ଉଦ୍ଧାର କରାଯାଇଛି […]

Continue Reading