ପୂର୍ବରୁ ଚିହ୍ନଟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ୫୫ତମ ଆକ୍ରାନ୍ତ

ପୂର୍ବରୁ ଚିହ୍ନଟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ୫୫ତମ ଆକ୍ରାନ୍ତ

#ପୂର୍ବରୁ_ଚିହ୍ନଟ_କରୋନା_ପଜିଟିଭ୍_ଙ୍କ_ସଂସ୍ପର୍ଶରେ_ଆସିଥିଲେ_୫୫ତମ_ଆକ୍ରାନ୍ତ       ଭୁବନେଶ୍ୱର  : ରାଜ୍ୟରେ ୫୫ ତମ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କର ଗସ୍ତ ବିବରଣୀ ଜାରୀ କରାଯାଇଛି । ଭୁବନେଶ୍ୱର କଣ୍ଟେନମେଣ୍ଟ ଜୋନ୍ ଭାବେ ଚିହ୍ନଟ ବମିଖାଲ ଅଞ୍ଚଳର ୩୫ ବର୍ଷୀୟ ଯୁବକ ପୂର୍ବରୁ ଚିହ୍ନଟ ହୋଇଥିବା ୪ ଜଣ କରୋନା ପଜିଟିଭ୍ ଙ୍କ ସଂସ୍ପର୍ଶରେ ଆସିଥିଲେ । ଚିହ୍ନଟ ହୋଇଥିବା ୭, ୮ , ୨୨ ଓ ୩୯ ତମ କରୋନା ପଜିଟିଭ୍ ଙ୍କ […]

Continue Reading