ପୂର୍ବତନ ସାଂସଦଙ୍କ ଅମ୍ପାନ ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା

ପୂର୍ବତନ ସାଂସଦଙ୍କ ଅମ୍ପାନ ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା

#ପୂର୍ବତନ_ସାଂସଦଙ୍କ_ଅମ୍ପାନ_ସଂପର୍କରେ_ଜିଲ୍ଲାପାଳଙ୍କ_ସହ_ଆଲୋଚନା        କେନ୍ଦ୍ରାପଡା  : କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ପ୍ରବକ୍ତା ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡାର ରାଜ ନଗର ଅଂଚଳରେ ବାତ୍ୟା କ୍ଷୟକ୍ଷତି ସଂପର୍କରେ ଅନୁଧ୍ୟାନ କରିଥିବା ଜଣା ପଡିଛି । ଏହାସହ ଗୁରୁବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଆଲୋଚନା କରି ତୁରନ୍ତ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଦାବି କରିଥିଲେ । ଏହା ସହ ସଂପୃକ୍ତ ଅଂଚଳରେ ଶ୍ରୀ ପଣ୍ଡା ନିଜେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ […]

Continue Reading