ପୁସ୍ତକ ବଣ୍ଟନ ତଦାରଖ କଲେ ଜିଲ୍ଲା ଶିକ୍ଷା ଅଧିକାରୀ

ପୁସ୍ତକ ବଣ୍ଟନ ତଦାରଖ କଲେ ଜିଲ୍ଲା ଶିକ୍ଷା ଅଧିକାରୀ

#ପୁସ୍ତକ_ବଣ୍ଟନ_ତଦାରଖ_କଲେ_ଜିଲ୍ଲା_ଶିକ୍ଷା_ଅଧିକାରୀ            କେନ୍ଦ୍ରାପଡା  :  କରୋନା କଟକଣା ରେ ସ୍କୁଲ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ମାନଙ୍କ ପାଠ୍ୟ ପୁସ୍ତକ ପିଲାମାନଙ୍କୁ ଘରେ ଘରେ ପହଁଚାଇବା ବ୍ୟବସ୍ଥା କରାଯାଇଛି । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକ ସ୍କୁଲ ଜରିଆରେ ସେମାନଙ୍କ ଘରେ ପହଁଚାଇବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଶୁକ୍ରବାର ଜିଲ୍ଲା ଶିକ୍ଷା ଅଧିକାରୀ ସଂଜୀବ ସିଂହ, ବ୍ଲକ ଶିକ୍ଷା ଅଧିକାରୀ ଅନ୍ତଯାମୀ ନାୟକ, ଅତିରିକ୍ତ ବ୍ଲକ […]

Continue Reading