ପୁରୀ ସହର ହେବ ଭିକାରି ମୁକ୍ତ

ପୁରୀ ସହର ହେବ ଭିକାରି ମୁକ୍ତ !

#ପୁରୀ_ସହର_ହେବ_ଭିକାରି_ମୁକ୍ତ  ପୁରୀ : ପୁରୀ ସହର ହେବ ଭିକାରି ମୁକ୍ତ ! ପୁରୀ ସହର ତଥା ଏହାର ଆଖପାଖ ଅଞ୍ଚଳକୁ ଭିକାରି ମୁକ୍ତ କରିବା ସହ ସେମାନଙ୍କର ପୁନର୍ବାସ କରିବାକୁ ‘ନୀଳାଦ୍ରି ନିଳୟ’ ନାମକ ଏକ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ସହରକୁ ଭିକାରି ମୁକ୍ତ କରାଯାଇ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ କରାଯିବ। ପୁରୀ ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଏଠାରେ ଭିକାରିଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ। ତେଣୁ ଏଠାରେ ଥିବା ଭିକାରିଙ୍କୁ […]

Continue Reading