ପୁରା ଓଡିଶାକୁ ବ୍ୟାପିଲା କରୋନା

ପୁରା ଓଡିଶାକୁ ବ୍ୟାପିଲା କରୋନା

#ପୁରା_ଓଡିଶାକୁ_ବ୍ୟାପିଲା_କରୋନା            ଭୁବନେଶ୍ୱର     : ରାଜ୍ୟର ସମସ୍ତ ୩୦ ଜିଲ୍ଲାକୁ ଛୁଇଁଛି କରୋନା । ଏକ ମାତ୍ର ଜିଲ୍ଲା ଭାବେ ସଂକ୍ରମିତ ହୋଇନଥିବା ରାୟଗଡ଼ା ଜିଲ୍ଲାରେ ବୁଧବାର ଦିନ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମଗ୍ର ଓଡିଶାକୁ ବ୍ୟାପିଛି ଏହି ଭୂତାଣୁ । ରାୟଗଡାରୁ ଚିହ୍ନଟ ପଜିଟିଭ ଜଣକ ଦିଲ୍ଲୀରୁ ଫେରିଥିଲେ । ତାଙ୍କୁ କ୍ୱାରେଂଟିନରେ ରଖାଯାଇଥିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି […]

Continue Reading