ପୁଣି ବସ ଭଡା କରି ଆସିଲେ ପ୍ରବାସୀ ଓଡ଼ିଆ-ସରକାର ଙ୍କ ପଦକ୍ଷେପ ଉପରେ ପ୍ରଶ୍ନ

ପୁଣି ବସ ଭଡା କରି ଆସିଲେ ପ୍ରବାସୀ ଓଡ଼ିଆ-ସରକାର ଙ୍କ ପଦକ୍ଷେପ ଉପରେ ପ୍ରଶ୍ନ

#ପୁଣି_ବସ_ଭଡା_କରି_ଆସିଲେ_ପ୍ରବାସୀ_ଓଡ଼ିଆ               ଧର୍ମଗଡ : (ଲକ୍ଷ୍ମୀକାନ୍ତ ଧଙ୍ଗଡା ମାଝୀ )  ପୁଣି  ବସ ଭଡା କରି ଗୋଆରୁ  ଘର ବାହୁଡା କରିଛନ୍ତି ଓଡିଆ ପ୍ରବାସୀ।ଗୋଆ ଠାରୁ ୨ଲକ୍ଷ ୪୭ହଜାର ଟଙ୍କାରେ ବସ ଭଡା କରି ନିଜ ଭିଟାମାଟିକୁ ଲେଉଟି ଥିବା ଜଣାପଡିଛି।ସେମାନଙ୍କୁ ପର୍ଲା ସଂଗରୋଧ କେନ୍ଦ୍ରରେ ରଖାଯାଇଛି।ତେବେ ପ୍ରବାସୀ ଓଡ଼ିଆଙ୍କ କହିବା କଥାଯେ, ଲକଡାଉନ ଯୋଗୁଁ କମ୍ପାନୀ ଗୁଡିକ ବନ୍ଦ ହୋଇଯିବା ଫଳରେ ନାହିଁ ନ ଥୁବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅର୍ଥ ଅଭାବ କାରଣରୁ ଖାଇବା ପିଇବାର […]

Continue Reading