ରାୟଗଡା ଜିଲ୍ଲାରେ ୧୫୬ ନମୁନା ପରୀକ୍ଷଣ,୧୫୫ ନେଗେଟିଭ୍

ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ନୂତନ ସଂକ୍ରମଣ ନାହିଁ

#ପୁଣି_ଜଣେ_କରୋନା_ଆକ୍ରାନ୍ତ_ସୁସ୍ଥ_ହେଲେ               ଭୁବନେଶ୍ବର :  ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ବୁଧବାର ସର୍ବାଧିକ ସଂଖ୍ୟକ ନମୁନା ପରୀକ୍ଷା ହୋଇଛି ଏବଂ କୌଣସି ନମୁନା ପଜିଟିଭ୍ ବାହାରି ନାହିଁ। ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଟୁଇଟ୍ କରି ଜଣାଇଛି ସ୍ବାସ୍ଥ୍ୟ ବିଭାଗ। ଏଥିସହ ବୁଧବାର ରାଜ୍ୟରେ କେହି ଜଣେ ହେଲେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ବୋଲି ସ୍ପଷ୍ଟ କରିଛିସ୍ବସ୍ଥ୍ୟ ବିଭାଗ। ଫଳରେ ସୁସ୍ଥ ହୋଇଥିବା କରୋନା ସଂକ୍ରମିତ […]

Continue Reading