ବାଲେଶ୍ୱର ଜିଲ୍ଲାରୁ ପୁଣି ଦୁଇ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୩ ଜଣ

#ପୁଣି_ଜଣେ_କରୋନା_ଆକ୍ରାନ୍ତ_ଚିହ୍ନଟ          ଭୁବନେଶ୍ୱର: କରୋନାକୁ ନେଇ ଆଜି ରାଜ୍ୟରୁ ମିଳିଛି ମିଶ୍ରିତ ଖବର । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ହଟସ୍ପଟ ରାଜଧାନୀ ଭୁବନେଶ୍ୱରରର ୩ ଜଣ କରୋନା ଆକ୍ରାନ୍ତ ସଂପୂର୍ଣ୍ଣ ଆରୋଗ୍ୟଲାଭ କରିବା ପରେ କୋଭିଡ ହସ୍ପିଟାଲରୁ ଆଜି ନିଜ ଘରକୁ ଫେରିଯାଇଛନ୍ତି ।ସେହିପରି ଆଜି ରାଜ୍ୟରେ ଆଉ ଜଣେ ନୂତନ କରୋନା ପଜିଟିଭ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତେବେ, ନୂତନ କରୋନା ଆକ୍ରାନ୍ତଙ୍କ ସଂପର୍କରେ ସବିଶେଷ ତଥ୍ୟ ହସ୍ତଗତ ହୋଇପାରି ନାହିଁ। ଫଳରେ ବର୍ତ୍ତମାନ […]

Continue Reading