ପିପୁଲ ଫର ସେବା ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

ପିପୁଲ ଫର ସେବା ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

#ପିପୁଲ_ଫର_ସେବା_ପକ୍ଷରୁ_ରନ୍ଧା_ଖାଦ୍ୟ_ବଣ୍ଟନ       ପିପିଲି  :  (ବିଜୟ କୁମାର ମହାପାତ୍ର )  କରୋନା ଭାଇରସ ସଂକ୍ରମଣ କୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ ଡାଉନ କରାଯାଇଛି । ଯାହା ଫଳରେ ବଜାର ଦୋକାନ ବନ୍ଦ କରାଯିବା ସହ ଜନ ଗହଳୀ ନକରିବା ପାଇଁ ନିଦ୍ଦେର୍ଶ ରହିଛି । ଏହି ଲକ ଡାଉନ ପାଇଁ ବଜାର ଦୋକନ ବନ୍ଦ ହେବା ସହ ରାସ୍ତା ଘାଟ ଜନଶୂନ୍ୟ ହୋଇଯାଇଛି ।ଏମିତି କି କେହୀ କୁଆଡେ […]

Continue Reading