ପିପିଲି ରେ ଅଖିମୁଠି ଅନୁକୁଳ କଲେ ଆତ୍ମା ଅଧ୍ୟକ୍ଷ

ପିପିଲି ରେ ଅଖିମୁଠି ଅନୁକୁଳ କଲେ ଆତ୍ମା ଅଧ୍ୟକ୍ଷ

#ପିପିଲି_ରେ_ଅଖିମୁଠି_ଅନୁକୁଳ_କଲେ_ଆତ୍ମା-ଅଧ୍ୟକ୍ଷ      ପିପିଲି  : ( ବିଜୟ କୁମାର ମହାପାତ୍ର ) ନିଜ ଜମିରେ ଧାନ ବୁଣି ଅଖିମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ପିପିଲି ଆତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁ ଆରମ୍ଭ କରିଛନ୍ତି । ଅକ୍ଷୟ ତୃତୀୟା ଉପଲକ୍ଷେ ଆଜି ସକାଳୁ ରିତିନୀତି ଅନୁଯାୟୀ ଜମିରେ ଇଷ୍ଟ ଦେବା ଦେବୀଙ୍କୁ ପୂଜା କରାଯାଇଥିଲା । ତାପରେ ଶ୍ରୀ ସାହୁ ନିଜେ ବିଲରେ ଧାନ ବୁଣି ଅଖିମୁଠି ଅନୁକୂଳ ଆରମ୍ଭ କରିଥିଲେ । ସାରା ଦେଶକୁ କରୋନା ସଂକ୍ରମଣ […]

Continue Reading