ପାରିବାରିକ କଳହ ନେଇ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ

#ପାରିବାରିକ_ କଳହ_ ନେଇ_ ସ୍ତ୍ରୀକୁ_ ଟାଙ୍ଗିଆରେ_ ହାଣିଲା_ ସ୍ବାମୀ ରାୟଗଡା : ସ୍ବାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ । ରାୟଗଡା ଜିଲ୍ଲା କଡିଙ୍ଗଗୁଡା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ସ୍ତ୍ରୀ ଶୋଇଥିବା ଅବସ୍ଥାରେ ସ୍ବାମୀର ଟାଙ୍ଗିଆର ଚୋଟରେ ମୃତ୍ୟୁ ହୋଇଛି । ମୃତକ ବାନାଇ ଜାକାକା ବୋଲି ଜଣାପଡିଛି । ହତ୍ୟା ଆକ୍ରମଣ ପରେ ଥାନାରେ ଆତ୍ମସମର୍ପଣ ରଲା ଅଭିଯୁକ୍ତ ସ୍ବାମୀ ସତାନା ଜାକାକା । କଡିଙ୍ଗଗୁଡା ଗାଁରେ ସ୍ବାମୀ ସତାନା […]

Continue Reading