ପାକିସ୍ତାନରେ ବିମାନ ଦୁର୍ଘଟଣା ୪୫ ଶବ ଉଦ୍ଧାର

ପାକିସ୍ତାନରେ ବିମାନ ଦୁର୍ଘଟଣା ୪୫ ଶବ ଉଦ୍ଧାର

#ପାକିସ୍ତାନରେ_ବିମାନ_ଦୁର୍ଘଟଣା_୪୫_ଶବ_ଉଦ୍ଧାର          କରାଚି : ପାକିସ୍ତାନର କରାଚୀ ସହରରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଘଟି ୪୫ ଶବ ଉଦ୍ଧାର କରା ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହେବାର ଆଶଙ୍କା କରାଯାଉଛି।ବିମାନଟିରେ ୯୯ ଜଣ ଯାତ୍ରୀ ଥିବା ବେଳେ ୮ଜଣ କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ମୋଟ ୧୦୭ ଜଣ ଯାତ୍ରା କରୁଥିଲେ। ବିମାନଟି କରାଚି ସହରର ଯେଉଁ ମଡେଲ କଲୋନୀ ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ସେଠାରେ ମଧ୍ୟ ଅନେକ ହତା […]

Continue Reading