ପାଇଲଟ ଟ୍ରେନିଙ୍ଗବେଳେ ବିମାନ ଦୁର୍ଘଟଣା, ୨ ମୃତ

ପାଇଲଟ ଟ୍ରେନିଙ୍ଗବେଳେ ବିମାନ ଦୁର୍ଘଟଣା, ୨ ମୃତ

#ପାଇଲଟ_ଟ୍ରେନିଙ୍ଗବେଳେ_ବିମାନ_ଦୁର୍ଘଟଣା,_୨_ମୃତ        କାମାକ୍ଷାନଗର  : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପକଣ୍ଠସ୍ଥ କଙ୍କଡାହାଡ ବ୍ଲକ ଅନ୍ତର୍ଗତ ବିରାଶାଳ ଏୟାର ଷ୍ଟ୍ରିପରେ ଆଜି ସକାଳ ୬.୪୦ ମିନିଟ ସମୟରେ ପାଇଲଟ ପ୍ରଶିକ୍ଷଣ ନେଉଥିବା ବେଳେ ଯାନ୍ତ୍ରିକ ତୃଟି ଯୋଗୁ ବିମାନଟି ହଠାତ ତଳକୁ ଖସି ପଡିଥିଲା । ଫଳରେ ପ୍ରଶିକ୍ଷକ ବିହାର ରାଜ୍ୟର ସଂଜୀବ ଝା ଓ ଟ୍ରେନିଙ୍ଗ ନେଉଥିବା ତାମିଲନାଡୁର ଅନିଶା ଫାତିମାଙ୍କ ମୃତ୍ୟୁ ହୋଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଉପକଣ୍ଠ ଚିକିତ୍ସାଳୟକୁ ନିଆଯାଇଥିଲା । ଡାକ୍ତର […]

Continue Reading