ପର୍ଯ୍ୟଟନ ବିଭାଗ ରାଜ୍ୟରେ ଆରମ୍ଭ କରିବ କ୍ରୁଜ୍‌ ପର୍ଯ୍ୟଟନ

ପର୍ଯ୍ୟଟନ ବିଭାଗ ରାଜ୍ୟରେ ଆରମ୍ଭ କରିବ କ୍ରୁଜ୍‌ ପର୍ଯ୍ୟଟନ

#ପର୍ଯ୍ୟଟନ_ବିଭାଗ_ରାଜ୍ୟରେ_ଆରମ୍ଭ_କରିବ_କ୍ରୁଜ୍‌_ପର୍ଯ୍ୟଟନ                 ଭୁବନେଶ୍ୱର :  ଓଡ଼ିଶାରେ ଚାଲିବ ବିଳାସମୟ କ୍ରୁଜ । ରାଜ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ପ୍ରତି ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଏକ ନୂଆ ଉଦ୍ୟମ କରିବାକୁ ଚାଁହୁଛନ୍ତି ।  ସେଥିପାଇଁ ରାଜ୍ୟର ନଦୀ ଓ ହ୍ରଦରେ କ୍ରୁଜ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କ୍ରୁଜ କମ୍ପାନୀମାନଙ୍କୁ ଆବେଦନ କରିବାକୁ ରାଜ୍ୟ ସରକାର ବିଜ୍ଞାପନ ଜାରି କରିଛନ୍ତି । ରାଜ୍ୟର ୫ଟି ପ୍ରମୁଖ ସ୍ଥାନରେ ଆରମ୍ଭ ହେବ ‘ଡେ କ୍ରୁଜ୍‌ […]

Continue Reading