ପର୍ଚେଜ୍ କମିଟି ମୁଖ୍ୟ ପଦରୁ ହେମନ୍ତ ଶର୍ମାଙ୍କୁ ଅବ୍ୟାହତି

ପର୍ଚେଜ୍ କମିଟି ମୁଖ୍ୟ ପଦରୁ ହେମନ୍ତ ଶର୍ମାଙ୍କୁ ଅବ୍ୟାହତି

#ପର୍ଚେଜ୍_କମିଟି_ମୁଖ୍ୟ_ପଦରୁ_ହେମନ୍ତ_ଶର୍ମାଙ୍କୁ_ଅବ୍ୟାହତି               ଭୁବନେଶ୍ୱର : କୋଭିଡ୍ କିଟ୍ କିଣାରେ ଅନିୟମିତତା ଅଭିଯୋଗ ଆସିବା ପରେ ପର୍ଚେଜ୍ କମିଟି ମୁଖ୍ୟ ପଦରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାର ଅବ୍ୟାହତି ଦେଇଛନ୍ତି ।ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କରୋନା ମୁକାବିଲା ପାଇଁ ଆବଶ୍ୟକ ସରଂଜାମର ଅର୍ଡର ଦେଇ ସରକାର ଏଗୁଡିକୁ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା । ସେହିପରି ମାସ୍କ, ପିପିଇ, ଭେଂଟିଲେଟର କିଣାରେ ମଧ୍ୟ ଅନିୟମିତତା ହୋଇଥିଲା । ଅଭିଯୋଗ […]

Continue Reading