#ପରଲୋକରେ_ବିଶିଷ୍ଟ_ସାହିତ୍ୟିକ_ନିତ୍ୟାନନ୍ଦ_ଶତପଥୀ   

ପରଲୋକରେ ବିଶିଷ୍ଟ ସାହିତ୍ୟିକ ନିତ୍ୟାନନ୍ଦ ଶତପଥୀ

#ପରଲୋକରେ_ବିଶିଷ୍ଟ_ସାହିତ୍ୟିକ_ନିତ୍ୟାନନ୍ଦ_ଶତପଥୀ       ଭୁବନେଶ୍ବର      :   ଆଧୁନିକ ଓଡ଼ିଆ କବିତାର ପ୍ରଚାର, ପ୍ରସାର ଓ ସମାଲୋଚନା କ୍ଷେତ୍ରରେ ଜଣେ ଉତ୍ସର୍ଗୀକୃତ ସାଧକ, ବିଶିଷ୍ଟ ସାହିତ୍ୟିକ ତଥା ଲୋକପ୍ରିୟ ସାହିତ୍ୟ ପତ୍ରିକା ‘ଇସ୍ତାହାର’ର ସଂପାଦକ ନିତ୍ୟାନନ୍ଦ ଶତପଥୀଙ୍କ ୮୩ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ବର ସ୍ଥିତ ସମ ହସ୍ପିଟାଲରେ ସକାଳ ୯.୧୫ରେ ତାଙ୍କର ଦେହାନ୍ତ ହୋଇଛି। ସେ ଯକୃତ କର୍କଟରେ ପୀଡିତ ଥିଲେ।  ସେ ଆପୋଲୋ ହସପିଟାଲରେ ଚିକିତ୍ସିତ ହେଉଥିଲେ ହେଲେ ଗତ ୨ଦିନ ହେଲା ସମ ହସପିଟାଲରେ ଭର୍ତ୍ତି […]

Continue Reading