କ୍ୱାରେଣ୍ଟାଇନ୍ ରେ ରହିବାକୁ ପ୍ରବାସୀଙ୍କ ପାଇଁ ହୋଇଛି ୫ ଲକ୍ଷ ଶଯ୍ୟାର ବ୍ୟବସ୍ଥା

କ୍ୱାରେଣ୍ଟାଇନ୍ ରେ ରହିବାକୁ ପ୍ରବାସୀଙ୍କ ପାଇଁ ହୋଇଛି ୫ ଲକ୍ଷ ଶଯ୍ୟାର ବ୍ୟବସ୍ଥା

 #ପ୍ରବାସୀଙ୍କ_ପାଇଁ_ହୋଇଛି_୫_ଲକ୍ଷ_ଶଯ୍ୟାର_ବ୍ୟବସ୍ଥା               ଭୁବନେଶ୍ୱର  :  ଓଡିଶା ଫେରିଥିବା ପ୍ରବାସୀଙ୍କ ପାଇଁ ରାଜ୍ୟର ୬୭୯୮ଟି ପଞ୍ଚାୟତରେ ପ୍ରାୟ ୫ ଲକ୍ଷ ଶଯ୍ୟା ଓ ପ୍ରାୟ ୧୨ ହଜାର ଅସ୍ଥାୟୀ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଯେଉଁ ପ୍ରବାସୀ ଓଡ଼ିଆ ଫେରିଛନ୍ତି ସେମାନେ ନାମ ପଞ୍ଜୀକରଣ କରିଛନ୍ତି । ସେହିଭଳି ଯେଉଁମାନେ ଆଗାମୀ ଦିନରେ ଓଡ଼ିଶା ଫେରିବେ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ପଂଜୀକରଣ କରିବାକୁ ହେବ । ଯେଉଁମାନେ ଓଡ଼ିଶା ଫେରିବେ, ସେମାନେ କିଛି ସଂକ୍ରମିତ ରାଜ୍ୟରୁ ମଧ୍ୟ ଫେରିବେ […]

Continue Reading