ନୂତନ କୋର୍ଟ ପରିସର ରେ ଆଇନ ସଚେତନତା ଶିବିର

ନୂତନ କୋର୍ଟ ପରିସର ରେ ଆଇନ ସଚେତନତା ଶିବିର

#ନୂତନ_କୋର୍ଟ_ପରିସରରେ_ଆଇନ_ସଚେତନତା_ଶିବିର          କେନ୍ଦ୍ରାପଡା  :  କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଏକ ଆଇନ ସଚେତନତା ଶିବିର ନୂତନ କୋର୍ଟ ପରିସର ରେ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଅନୁଷ୍ଠିତ ଏହି ଶିବିର ରେ ମାନ୍ୟବର ଜିଲ୍ଲା ଦୈାରା ଜର୍ଜ ବାସୁଦେବ ପଣ୍ଡାଙ୍କ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଇନ ରେ ଥିବା ବିଭିନ୍ନ ବ୍ୟବସ୍ଥା ଯଥା ଏତଲା, ସମନ, ୱାରେଣ୍ଟ, ଜାମିନ, ଆଇନଗତ ପରିପ୍ରକାଶ, ଅଧିକାର ଏବଂ ଅପିଲ ଇତ୍ୟାଦି ଉପରେ ଆଲୋଚନା […]

Continue Reading