ନିଜ ଜୁଇରେ ନିଜେ ନିଆଁ ଲଗାଇ ତା’ଉପରେ ଶୋଇ ପଡ଼ିଲେ ନିଶାସକ୍ତ ଯୁବକ

ନିଜ ଜୁଇରେ ନିଜେ ନିଆଁ ଲଗାଇ ତା’ଉପରେ ଶୋଇ ପଡ଼ିଲେ ନିଶାସକ୍ତ ଯୁବକ

#ନିଜ_ଜୁଇରେ_ନିଜେ_ନିଆଁ_ଲଗାଇ_ଯୁବକ     କୁଶୀନଗର: ସୋସିଆଲ ମିଡିଆ ଏବଂ ଇଣ୍ଟରନେଟର ଏହି ଯୁଗରେ ଲୋକ ନିଜ ଭିତରେ ଥିବା ମାନବିକତାକୁ ଭୁଲିଗଲେଣି। ପ୍ରାୟତଃ ଦେଖାଯାଏ ଯେ ଦୁର୍ଘଟଣା ସମୟରେ ଲୋକମାନେ ପରସ୍ପରକୁ ସାହାଯ୍ୟ କରିବା ପରିବର୍ତ୍ତେ ଘଟଣାର ଫଟୋ ଏବଂ ଭିଡିଓ ନେବାକୁ ପସନ୍ଦ କରନ୍ତି। ଏ ନେଇ ଅନେକ କାହାଣୀ ଆମେ ଶୁଣିଥିବା ବେଳେ ଉତ୍ତରପ୍ରଦେଶର କୁଶୀନଗରରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଜଣେ ନିଶାସକ୍ତ ଯୁବକ ନିଶାରେ ନିଜର ଜୁଇ ସଜାଇବା ସହ ନିଆଁ ଲଗାଇଥିଲେ। […]

Continue Reading