ଘୋଷଣା ପରେ ନମୁନା ପରୀକ୍ଷା ପାଇଁ ରାଜଧାନୀରେ ଟିମ୍ ଗଠିତ

ଘୋଷଣା ପରେ ନମୁନା ପରୀକ୍ଷା ପାଇଁ ରାଜଧାନୀରେ ଟିମ୍ ଗଠିତ

#ନମୁନା_ପରୀକ୍ଷା_ପାଇଁ_ରାଜଧାନୀରେ_ଟିମ୍_ଗଠିତ             ଭୁବନେଶ୍ୱର:  କରୋନା ହଟସ୍ପଟ୍ ରାଜଧାନୀ ଭୁବନେଶ୍ୱରରେ ୭ଦିନ ମଧ୍ୟରେ ୫୦୦୦ ନମୁନା ପରୀକ୍ଷା ହେବା ସଂପର୍କରେ ଶୁକ୍ରବାର ଘୋଷଣା ହେବା ପରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଜାରୀ କରାଯାଇଛି। ବିଏମସି ପକ୍ଷରୁ ମିଳିଥୁବା  ସୂଚନା ଅନୁଯାୟୀ ଭୁବନେଶ୍ୱରରେ ନମୁନା ସଂଗ୍ରହ କରିବାକୁ ସହରର ୩ଟି ଜୋନ ପାଇଁ ୧୩ ଟିମ୍ ଟିମ୍ ଗଠନ କରାଯାଇଛି । ଗୋଟିଏ ଗୋଟିଏ ଟିମରେ ଜଣେ ଡାକ୍ତରଙ୍କ ସମେତ ୫ ଜଣ ରହିଛନ୍ତି […]

Continue Reading