ମୋଦୀଙ୍କ ସହ ଆଲୋଚନା ସମୟରେ ୩ଟି ଦାବି ଉଠାଇଲେ ନବୀନ

ମୋଦୀଙ୍କ ସହ ଆଲୋଚନା ସମୟରେ ୩ଟି ଦାବି ଉଠାଇଲେ ନବୀନ

#ନବୀନ_ଉଠାଇଲେ_୩_ଦାବି        ଭୁବନେଶ୍ବର:   କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ଦାବି ଉଠାଇଥିବା ଜଣାଯାଇଛି। ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଧିକରୁ ଅଧିକ ନମୁନା ପରୀକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଭିଡିଓ କନଫରେନ୍ସରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଓଡ଼ିଶା ଲକଡାଉନ ପ୍ରସଙ୍ଗ ଉଠାଇ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ […]

Continue Reading