ଝୁମ୍ପୁରୀ ବଜାରରେ ଦୋକାନ ସିଲ୍ କଲା ପ୍ରଶାସନ

ଝୁମ୍ପୁରୀ ବଜାରରେ ଦୋକାନ ସିଲ୍ କଲା ପ୍ରଶାସନ

#ଦୋକାନ_ସିଲ୍_କଲା_ପ୍ରଶାସନ         ଯାଜପୁର : ( ବିଶ୍ବଜିତ ରଣା ) ଦଶରଥପୁର ବ୍ଲକ ଝୁମ୍ଫୁରୀ ବଜାରଠାରେ ଦୁଇଟି ଦୋକାନକୁ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଓ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ନିର୍ଦ୍ଧେଶରେ ସିଲ୍ କରି ଦିଆଯାଇଛି । ଶନିବାର ପୂର୍ବାହ୍ନରେ ଉଭୟ ଅଧିକାରୀ ଝୁମ୍ଫୁରୀ ବଜାରର ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନରେ ସାମାଜିକ ଦ୍ୱରତାକୁ ଅନୁଧ୍ୟାନ କରିବା ସମୟରେ ଲୁଗାଦୋକାନ କରିଥିବା ସଞ୍ଜୟ ସାହୁଙ୍କର ଦୋକାନଟି ଖୋଲାଥିବା ଦେଖିଥିଲେ । […]

Continue Reading