ଦୋକାନ ଖୋଲିବାକୁ ଅନୁମତି ଦେଲା ଜିଲ୍ଲା ପ୍ରଶାସନ

ଦୋକାନ ଖୋଲିବାକୁ ଅନୁମତି ଦେଲା ଜିଲ୍ଲା ପ୍ରଶାସନ

#ଦୋକାନ_ଖୋଲିବାକୁ_ଅନୁମତି_ଦେଲା_ଜିଲ୍ଲା_ପ୍ରଶାସନ            ଭବାନୀପାଟଣା : (ରଜନୀକାନ୍ତ ମୁନୀ) ମଙ୍ଗଳବାର ଠାରୁ ଭବାନୀପାଟଣାରେ କେତେକ ଦୋକାନ ଖୋଲାଯିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଠାରୁ ସପିଙ୍ଗମଲ, ଚା ଦୋକାନ,ଫୁଡ଼ଷ୍ଟଲ, ଅଳଙ୍କାର ଦୋକାନ,ବ୍ୟୁଟି ପାର୍ଲର, ସ୍ପା, ବ୍ୟାୟମଶାଳା,ଠେଲା ଦୋକାନ ଏବଂ ପାନ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ସକାଳ ୬ ଟା.ରୁ ଦିନ ୧୧ଟା ଯାଏଁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଘରୋଇ କମ୍ପ୍ଲେକ୍ସ,ମାର୍କେଟ […]

Continue Reading