ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଦୈନିକ ପରୀକ୍ଷଣ ହେବ୧୫ ହଜାର ନମୂନା, ଏଣିକି ଟ୍ରେନ୍ ରେ ଫେରିବେ ପ୍ରବାସୀ ଓଡିଆ

ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଦୈନିକ ପରୀକ୍ଷଣ ହେବ୧୫ ହଜାର ନମୂନା, ଏଣିକି ଟ୍ରେନ୍ ରେ ଫେରିବେ ପ୍ରବାସୀ ଓଡିଆ

#ଦୈନିକ_ପରୀକ୍ଷଣ_ହେବ_୧୫_ହଜାର_ନମୂନା           ଭୁବନେଶ୍ୱର  : କୋଭିଡ୍ ମୁକାବିଲା ପାଇଁ ରାଜ୍ୟରେ ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସୁରତରୁ ପ୍ରବାସୀ ଓଡିଆଙ୍କୁ କେବଳ ଟ୍ରେନ୍ ଯୋଗେ ଫେରିବାକୁ ସରକାର ଅନୁମତି ଦେବେ । ଏହା ବ୍ୟତିତ ଗ୍ରୀନ୍ ଜୋନ୍ ରେ କୃଷି କାର୍ଯ୍ୟ , ଶିଳ୍ପ , ଜୀବନଜୀବିକା ଓ ପରିବହନ ସ୍ୱାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର  ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ […]

Continue Reading