କରୋନା : ଦେଶରେ ୨୪ ଘଣ୍ଟାରେ ୩, ୭୨୨ ଜଣ ସଂକ୍ରମିତ

କରୋନା : ଦେଶରେ ୨୪ ଘଣ୍ଟାରେ ୩, ୭୨୨ ଜଣ ସଂକ୍ରମିତ

 #ଦେଶରେ_୨୪_ଘଣ୍ଟାରେ_୩,୭୨୨_ସଂକ୍ରମିତ         ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ଚବିଶ ଘଣ୍ଟା ମଧ୍ୟରେ  ଦେଶରେ ୩, ୭୨୨ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ  ସମଗ୍ର ଦେଶରେ ୭୮୦୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସଂକ୍ରମିତଙ୍କ ମଧ୍ୟରୁ ୨୬୨୩୪ ଜଣ ସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା […]

Continue Reading