ଦେଶରେ ୨୨ଲକ୍ଷ ନର୍ସଙ୍କ ଆବଶ୍ୟକତା ରହିଛି

ଦେଶରେ ୨୨ଲକ୍ଷ ନର୍ସଙ୍କ ଆବଶ୍ୟକତା ରହିଛି

#ଦେଶରେ_୨୨_ଲକ୍ଷ ନର୍ସଙ୍କ ଆବଶ୍ୟକତାରହିଛି           ଭୁବନେଶ୍ୱର  : ଡାକ୍ତରମାନଙ୍କ ସହ ନର୍ସମାନେ କରୋନା ଯୋଦ୍ଧା ପାଲଟିଛନ୍ତି । ସମଗ୍ର ବିଶ୍ୱ କୋଭିଡ-୧୯ ମୁକାବିଲା କରୁଥିବା ବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମୟ ଆସିବ, କରୋନା ଭାଇରସ ·ଲିଯିବ, କିନ୍ତୁ ଏହି ଦୁର୍ଦ୍ଦିନରେ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଉଥିବା ନର୍ସମାନେ ସବୁଦିନ ପାଇଁ ମନେ ରହିବେ ବୋଲି ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଏହା କହିଛନ୍ତି […]

Continue Reading