ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଟପିଲା

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଟପିଲା

#ଦେଶରେ_କରୋନା_ସଂକ୍ରମିତଙ୍କ_ସଂଖ୍ୟା_୧ଲକ୍ଷ_ଟପିଲା      ନୂଆଦିଲ୍ଲୀ  : ଥମୁନି କରୋନା । ସମସ୍ତ ପଦକ୍ଷେପ ସତ୍ତ୍ବେ ଦିନକୁ ଦିନ ନୂଆ ନୂଆ ରେକର୍ଡ କରି ଚାଲିଛି।  ମଙ୍ଗଳବାର ସୁଦ୍ଧା ଦେଶରେ କରୋନା ୧ଲକ୍ଷ ଟପିଛି। ମଙ୍ଗଳବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧ଲକ୍ଷ ୧ ହଜାର ୧୩୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୪୯୭୦ ନୂଆ ସଂକ୍ରମିତ […]

Continue Reading