କରୋନା : ଦେଶରେ୨୧୩୯୩ ଆକ୍ରାନ୍ତ, ୪୨୫୭ ସୁସ୍ଥ ଓ ୬୮୧ ମୃତ

କରୋନା : ଦେଶରେ୨୧୩୯୩ ଆକ୍ରାନ୍ତ, ୪୨୫୭ ସୁସ୍ଥ ଓ ୬୮୧ ମୃତ

#ଦେଶରେ_କରୋନା_ଆକ୍ରାନ୍ତଙ୍କ_ମୃତ୍ୟୁ_ସଂଖ୍ୟା_୬୮୧        ନୂଆଦିଲ୍ଲୀ :     ମହାମାରୀ କରୋନା ର ପ୍ରଭାବ ସମଗ୍ର ବିଶ୍ବରେ ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ ଅନୁରୂପ ଭାବେ ବଢିବାରେ ଲାଗିଛି । ଏପ୍ରିଲ୍ ୨୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ କରୋନା ଭାଇରସ୍ ଦ୍ୱାରା ୨୧୩୯୩ ଜଣ ଆକ୍ରାନ୍ତ ହୋଇଥିବା ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୨୫୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ […]

Continue Reading