ବାଲେଶ୍ୱର ଜିଲ୍ଲାରୁ ପୁଣି ଦୁଇ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ପ୍ରଥମଥର ପାଇଁ ଦୁଇ ଶିଶୁ କନ୍ୟା କରୋନା ସଂକ୍ରମିତ

#ଦୁଇ_ଶିଶୁ_କନ୍ୟା_କରୋନା_ସଂକ୍ରମିତ         ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥର ପାଇଁ ଦୁଇ ଜଣ ଶିଶୁ କନ୍ୟା ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଜଣଙ୍କର ବୟସ ୯ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ୫ ବର୍ଷ। ଏମାନେ ‘କରୋନା’ରେ ମୃତ୍ୟୁ ହୋଇଥିବା ୭୨ ବର୍ଷୀୟ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ସେମାନଙ୍କ ଘର ଭୁବନେଶ୍ୱର ଝାରପଡ଼ାର ୪୨ ନମ୍ବର ଓ୍ବାର୍ଡରେ। ସେହିପରି ଝାରପଡ଼ା ଅଞ୍ଚଳରେ ଜଣେ ୩୭ ବର୍ଷୀୟ ମହିଳା ମଧ୍ୟ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସେମାନଙ୍କୁ କିମ୍‌ସ […]

Continue Reading