ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ୱାରା ଦିବ୍ୟାଙ୍ଗ ଜନଙ୍କୁ ସହାୟତା ପ୍ରଦାନ

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ  ଦ୍ୱାରା ଦିବ୍ୟାଙ୍ଗ ଜନଙ୍କୁ ସହାୟତା ପ୍ରଦାନ

#ଦିବ୍ୟାଙ୍ଗ_ଜନଙ୍କୁ_ସହାୟତା_ପ୍ରଦାନ     ରାୟଗଡ଼ା : ( ଗୁରୁ ପ୍ରସାଦ ସାହୁ) ଇମ୍ଫା ର ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଓ ବଂଶୀଧର ଇଲା ପଣ୍ଡା ଫାଣ୍ଡେସନ ତରଫରୁ ରାୟଗଡା ଜିଲ୍ଲାପାଳ ପ୍ରମାଦ କୁମାର ବେହେରାଙ୍କ ଦ୍ୱାରା ୩ ଜଣ ଦିବ୍ୟାଙ୍ଗ ବ୍ୟକ୍ତି ଯେଉଁମାନେ ବର୍ତ୍ତମାନ କ୍ଷୁଦ୍ର ବ୍ୟବସାୟ କରି ଜୀବିକା ନିର୍ବାହ କରୁଛନ୍ତି ,ସେମାନଙ୍କୁ  ୧୦,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।ଅନ୍ୟ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି  ତ୍ରିନାଥ କୌଶଲ୍ୟା ଯେ କି ଗ୍ରାମ ରୁ […]

Continue Reading