ତିନି ଦିନରେ ଓଡିଶା ଛୁଇଁବ ମୌସୁମୀ , ଗୁରୁବାରରୁ ପ୍ରବଳ ବର୍ଷା ସମ୍ଭାବନା

ତିନି ଦିନରେ ଓଡିଶା ଛୁଇଁବ ମୌସୁମୀ , ଗୁରୁବାରରୁ ପ୍ରବଳ ବର୍ଷା ସମ୍ଭାବନା

#ତିନି_ଦିନରେ_ଓଡିଶା_ଛୁଇଁବ_ମୌସୁମୀ          ଭୁବନେଶ୍ୱର  :  ତିନି ଦିନ ମଧ୍ୟରେ ମୌସୁମୀ ଓଡିଶା ଛୁଇଁବ । ୧୧ କିମ୍ବା ୧୨ ତାରିଖ ବେଳକୁ ମୌସୁମୀ ଓଡିଶାରେ ପହଂଚିବ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଅନ୍ୟପକ୍ଷରେ ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ସୃଷ୍ଟି ହୋଇଥିବା ଲଘୁ·ପ ବଳୟ ଆସନ୍ତା ୪୮ଘଂଟା ମଧ୍ୟରେ ଘନୀଭୂତ ହେବା ସହ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତି କରିବ । ଏହା ପ୍ରଭାବରେ ଆସନ୍ତାକାଲି (ବୁଧବାର) ଠାରୁ ଓଡ଼ିଶାର ଗଂଜାମ , […]

Continue Reading